୧. ପିମ୍ପୁଡ଼ି🐜 ଏବଂ ହାତୀ 🐘
-----------------------------------
ଦିନେ ଏକ ହାତୀ 🐘 ଓ ପିମ୍ପୁଡ଼ି 🐜ରାସ୍ତାରେ ପରସ୍ପରକୁ ଭେଟିଲେ |
ପିମ୍ପୁଡ଼ି 🐜: ଦୟାକରି ମୋତେ ଯିବାକୁ ଦିଅ | ଅନ୍ୟଥା ମୁଁ ତୁମକୁ ତଳେ ପକେଇକି କଚାଡି କଚାଡି ପିଟିବି |ପୁରା ଏଣ୍ଡୁରି ପିଠା ପରି ବନେଇଦେବି। 😄😄😄😝😝😜😛😁😁
ହାତୀ 🐘: ମୁଁ ରାସ୍ତା ଛାଡ଼ିବି ନାହିଁ, ତୁମେ ଯାହା ଚାହଁ ତାହା କର |
ପିମ୍ପୁଡ଼ି 🐜: ହାତୀଟିର ଶୁଣ୍ଢ ଭିତରେ ପିମ୍ପୁଡ଼ି ପଶିଗଲା |
ହାତୀ 🐘-ପିମ୍ପୁଡ଼ି କାମୁଡ଼ିବା କାରଣରୁ ସେ ନିଜ ଶୁଣ୍ଢକୁ ଭୂମିରେ କଚାଡି କଚାଡି ପିଟିଲା।
ପିମ୍ପୁଡ଼ି 🐜:ଏବେ ମଜା ଲାଗିଲା ହାତୀ,ତତେ ଆହୁରି କାଟୁ କାଟୁ କରିବି। 😃😜😃😜😃😜😁😁😁😁
ହାତୀ 🐘-କିଛି ସମୟ ପରେ ହାତୀ ଛିଙ୍କିବା ଯୋଗୁଁ ପିମ୍ପୁଡ଼ି ଏକ ଗଛ ସହିତ ଧକ୍କା ହୋଇ ଅଜ୍ଞାନ ହୋଇ ତଳେ ପଡ଼ିଗଲା |
କିଛି ସମୟ ପରେ ଯେତେବେଳେ ପୁଣି ହାତୀ 🐘ଛିଙ୍କିଲା, ତା’ପରେ ପିମ୍ପୁଡ଼ି 🐜ଉଠିଲା ଏବଂ କହିଲା ,ଏ ଯୋଗୋଣୀଖିଆ, ଅଧାବଇସିଆ ହାତୀ, ମୁଇଁ ଛୋଟ ବୋଲିକରି ମତେ ଡରଉଛୁ, ରହ ମୋର ବୁଆକେ କହୁଛେ। “ନା ବାବା ନା” ଆଉ ହବନି କହି ପ୍ରାଣ ବିକଳରେ ଶୀଘ୍ର ଦୌଡି ପଳାଇଲା | ଏହି ହାତୀ ମୋତେ ଧନିଆ ଚଟଣି କରିଦବରେ ବାବା|ଓହୋ ମରୁ ମରୁ ବଞ୍ଚି ଗଲି ମୁଁ।
😄😄😄😄😄😄😄😄😄
ଲେଖକ:ପ୍ରିୟରଂଜନ ମିଶ୍ର